ଖରସ୍ରୋତା ନଦୀରେ କୁମ୍ଭୀର: ପାଣିରୁ ବାହାରି ଉପରେ ବୁଲିଲେ

ନଠୁଆବର : ରସୁଲପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀବନ୍ତପୁର ଗ୍ରାମ ନିକଟରେ ଆଜି ଖରସ୍ରୋତା ନଦୀରେ ଦୁଇଟି କୁମ୍ଭୀର ଭାସୁଥିବା ଦେଖି ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଶ୍ରୀବନ୍ତପୁର ଓ ଯୋକଡ଼ିଆ ମଝିରେ ଥିବା ପୁରୁଣା ସେତୁର ଉପର ମୁଣ୍ଡରେ ଗୋଟିଏ କୁମ୍ଭୀର ଭାସୁଥିବା ବେଳେ ନୂଆ ସେତୁର ତଳମୁଣ୍ଡରେ ଅନ୍ୟ କୁମ୍ଭୀରଟି ଭାସୁଥିଲା। ଗୋଟିଏ କୁମ୍ଭୀର ପାଣିରୁ ବାହାରି ନଦୀକୂଳ ବୁଦୁବୁଦୁକିଆ ଅଞ୍ଚଳରେ ବୁଲୁଥିବା ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଫଳରେ … Continue reading ଖରସ୍ରୋତା ନଦୀରେ କୁମ୍ଭୀର: ପାଣିରୁ ବାହାରି ଉପରେ ବୁଲିଲେ